Monday, March 23, 2026
29.4 C
Odisha

    ଓମଫେଡ ଗାଡ଼ି ଦୁର୍ଘଟଣା, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    କଟକ: ତେଲେଙ୍ଗାପେଣ୍ଠ ଛକରେ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରବଳ କୁହୁଡ଼ି ଯୋଗୁଁ ହାଇୱାକୁ ପଛରୁ ପିଟିଲା ଓମଫେଡ କ୍ଷୀର ଗାଡ଼ି। ଦୁର୍ଘଟଣାରେ ଓମଫେଡ କ୍ଷୀର ଗାଡ଼ିର ହେଲପର ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହେଲପରକୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ନରାଜ କ୍ଷୀର ପ୍ଲାଣ୍ଟରୁ ନଖରା ଅଭିମୁଖେ ଓମଫେଡ କ୍ଷୀର ଗାଡ଼ି ଯାଉଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ତେଲେଙ୍ଗାପେଣ୍ଠ ଛକରେ ଥିବା ହାଇୱାକୁ ଓମଫେଡ କ୍ଷୀର ଗାଡ଼ି ଚାଳକ ଦେଖି ପାରିନଥିଲେ ଏବଂ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ