Tuesday, October 6, 2026
31.6 C
Odisha

    ଓଲଟିଲା ପିକ୍‌ଅପ୍‌: ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ

    ଆଗକୁ ପଢନ୍ତୁ

    ତେଲକୋଇ: ପିକ୍‌ଅପ୍ ଗାଡ଼ି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତ ଲୋକମାନଙ୍କୁ କେନ୍ଦୁଝର ଜିଲ୍ଲା ବାଂଶପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି.

    ଆଜି ମଧ୍ୟାହ୍ନରେ ପାଲଲହଡ଼ା ନିକଟ ରଡା ଗାଁର ୫୦ରୁ ଊର୍ଧ୍ବ ଲୋକ ଭୋଜି ଖାଇବାକୁ ଯାଉଥିବା ସମୟରେ ବାଂଶପାଳ ଆଇଟିଆଇ ନିକଟରେ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୫୦ରୁ ଊର୍ଧ୍ବ ମହିଳା ଓ ପୁରୁଷ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ