Saturday, May 16, 2026
41.1 C
Odisha

    ଔଷଧର ପାର୍ଶ୍ଵପ୍ରତିକ୍ରିୟା; ୨୦ ଶିଶୁ ଅସୁସ୍ଥ

    ଆଗକୁ ପଢନ୍ତୁ

    ଢ଼େଙ୍କାନାଳରେ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଯୋଗୁଁ ୨୦ ଜଣ ଶିଶୁ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୦ ଜଣ ଶିଶୁ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସମସ୍ତ ଶିଶୁଙ୍କୁ କମ୍ପ ଆସିବା ସହ ଜ୍ୱର ଲକ୍ଷଣ ଦେଖାଦେଇଥିଲା । ତେବେ କେଉଁ ଔଷଧ ଯୋଗୁଁ ଏପରି ଘଟିଛି, ଡାକ୍ତର ତାହାର କାରଣ ଖୋଜୁଛନ୍ତି । ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.1 ° C
    41.1 °
    41.1 °
    22 %
    2.9kmh
    34 %
    Sat
    38 °
    Sun
    42 °
    Mon
    44 °
    Tue
    47 °
    Wed
    46 °

    ସମ୍ବନ୍ଧିତ