Saturday, April 11, 2026
37.5 C
Odisha

    କଂଗ୍ରେସ ବିକ୍ଷୋଭବେଳେ ହିଂସା, ୩ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କଂଗ୍ରେସର ବିକ୍ଷୋଭବେଳେ ହିଂସାକୁ ନେଇ ୩ଟି ମାମଲା ରୁଜୁ ହୋଇଛି। କ୍ୟାପିଟାଲ୍‌‌ ଥାନା ପୁଲିସ ପକ୍ଷରୁ କଂଗ୍ରେସ ବିକ୍ଷୋଭବେଳେ ହିଂସାକୁ ନେଇ ୩ଟି ମାମଲା ରୁଜୁ କରିଛି। ଲୋୟର ପିଏମ୍‌‌ଜିରେ କଂଗ୍ରେସର ବିକ୍ଷୋଭ ନେଇ ୩ଟି ମାମଲା ରୁଜୁ କରାଯାଇଛି। ପୁଲିସ ରୁଜୁ କରିଥିବା ମାମଲାରେ ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ଦଫା ଲଗାଯାଇଛି। ପୁଲିସ ଗାଡ଼ିରେ ନିଆଁ ଲଗାଇବା ଏବଂ ପୁଲିସ ସହ ଯୁକ୍ତିତର୍କକୁ ନେଇ ମଧ୍ୟ ମାମଲା ରୁଜୁ ହୋଇଛି ବୋଲି କ୍ୟାପିଟାଲ୍‌‌ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ