Friday, October 2, 2026
25.2 C
Odisha

    ଅଫିସରେ ଟଳି ପଡ଼ିଲେ ଡ଼ିଏଫଓ, କାମ କରୁଥିବା ବେଳେ ହେଲା ହୃଦଘାତ

    ଆଗକୁ ପଢନ୍ତୁ

    ଭଦ୍ରକ: ଅଫିସରେ କାମ କରୁଥିବା ସମୟରେ ଡ଼ିଏଫଓଙ୍କ ମୃତ୍ୟୁ । ହୃଦଘାତରେ କାର୍ଯ୍ୟରତ ଡ଼ିଏଫଓଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କାର୍ଯ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ରଞ୍ଜନ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବାରୁଣାଡିଆ ବୋଲି ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ଭଦ୍ରଜ ଡିଏଫଓ ଭାବେ ସେ କାର୍ଯ୍ୟରତ ଥିଲେ ।

    ସେହିପରି ଜାନୁୟାରୀ ମାସରେ ସାଲେପୁରରେ ହୃଦଘାତରେ ଆଖି ବୁଜିଥିଲେ ବୀର ଯବାନ ସୀତାକାନ୍ତ ଦାସ । ଛୁଟି ନେଇ କିଛି ଦିନ ପାଇଁ ଘରକୁ ଆସିଥିଲେ । ଫେବୃଆରୀ ୨ରେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ । ହେଲେ ଦଇବ ସାଜିଲା ଦାଉ । ହଠାତ ବୁଧୁବାର ଦିନ ସେ ଗାଧୋଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ ସତ ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ