Tuesday, August 4, 2026
27.3 C
Odisha

    କଟକ ବାଲିଯାତ୍ରାରେ ଦୋଳି ଅଚଳ ଘଟଣା, ୫୦ ଫୁଟ୍ ଉପରୁ ଉଦ୍ଧାର ହେଲେ ୮ ଲୋକ

    ଆଗକୁ ପଢନ୍ତୁ

    କଟକ  : କଟକ ବାଲିଯାତ୍ରାରେ ଦୋଳି ଅଚଳ ଘଟଣା । ପ୍ରାୟ ୩ ଘଣ୍ଟା ପରେ ୫୦ ଫୁଟ୍ ଉପରୁ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ସ୍କାଏ ଲିଫଟର ସାହାଯ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତଳକୁ ଅଣାଯାଇଥିଲା । ଗତକାଲି ହମର ଦୋଳିରେ ଖେଳିବା ବେଳେ ଫସିଯାଇଥିଲେ ଲୋକ । ବୈଷୟିକ ତ୍ରୁଟି ପାଇଁ ଅଘଟଣ ଘଟିଥିବା କୁହାଯାଉଛି ।

    ତେବେ ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହୋଇଥିଲା ପୋଲିସ । ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଲେ ଲୋକେ । ବ୍ରୋଣ୍ଟୋ ସ୍କାଏ ମେସିନରେ ହେଲା ଉଦ୍ଧାର କାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ଡିସିପି ରିଶିକେଶ ଖିଲାରୀ । ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ଫସିଥିବା ଲୋକେ । ଜଣକ ପରେ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    86 %
    0.9kmh
    100 %
    Tue
    28 °
    Wed
    31 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ