ଖବରଦେଶ-ବିଦେଶବାଣିଜ୍ୟ କମିଲା ରେପୋ ରେଟ୍, କମିବ ଇଏମଆଇ ସୁଧ ହାର By Hemant December 5, 2025 13 0 ଆଗକୁ ପଢନ୍ତୁ ଆସନ୍ତୁ ଜାଣିବା ସ୍ଥାନ ଭେଦରେ ଘରର ନିର୍ମାଣଶୈଳୀ ଭିନ୍ନ କାହିଁକି? ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା, ପୀଠେ ମହାଷ୍ଟମୀ ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ ଦୀର୍ଘ ୫ ଦିନର ସଂଘର୍ଷ ପରେ ଆଖି ବୁଜିଲା ଯୋଡ଼ା ମୁଣ୍ଡ ଶିଶୁ: ଗୋଟିଏ ଶରୀର, ଗୋଟିଏ ହୃଦୟ ସହ ଥିଲା ୨ଟି ମୁଣ୍ଡ Hemant ନୂଆଦିଲ୍ଲୀ : ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । କମିବ ଇଏମଆଇ ସୁଧ ହାର । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ । ଫଳରେ ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ । ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ । ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ । Continue Reading ଖବରଦେଶ-ବିଦେଶବାଣିଜ୍ୟ TagsnationalRBI cut repo rate Share FacebookTwitterPinterestWhatsApp Previous articleଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍Next articleଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ଅନେକ ସମସ୍ୟା ଅନ୍ୟାନ୍ୟ ଖବର ଭାରତ ଛାଡ଼ ନୋଟିସ ଇମ୍ରାନ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ଅନୁପ୍ରବେଶ ଉଦ୍ୟମ ପଣ୍ଡ;୨ ଆତଙ୍କବାଦୀ ନିପାତ ଦୀର୍ଘ ୫ ଦିନର ସଂଘର୍ଷ ପରେ ଆଖି ବୁଜିଲା ଯୋଡ଼ା ମୁଣ୍ଡ ଶିଶୁ: ଗୋଟିଏ ଶରୀର, ଗୋଟିଏ ହୃଦୟ ସହ ଥିଲା ୨ଟି ମୁଣ୍ଡ ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା, ପୀଠେ ମହାଷ୍ଟମୀ ପାଣିପାଗ Odisha overcast clouds enter location 23.2 ° C 23.2 ° 23.2 ° 82 % 1.2kmh 100 % Sun 23 ° Mon 31 ° Tue 30 ° Wed 30 ° Thu 29 ° ସମ୍ବନ୍ଧିତ ଭାରତ ଛାଡ଼ ନୋଟିସ ଇମ୍ରାନ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ଶିକ୍ଷକଙ୍କ ସମେତ ଅନ୍ୟମାନେ ବି କରିବେ ଜନଗଣନା କାର୍ଯ୍ୟ ଲାଲକୃଷ୍ଣ ଆଡୱାଣୀ ଅସୁସ୍ଥ,ଡାକ୍ତରଖାନାରେ ଭର୍ତ୍ତି ଆଜି ଭାରତ ଆସିବେ ମାର୍କୋ ରୁବିଓ, ଭାରତ-ଆମେରିକା ସମ୍ପର୍କରେ ନୂଆ ଆଲୋଚନା