Sunday, July 12, 2026
27.3 C
Odisha

    କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ

    ଆଗକୁ ପଢନ୍ତୁ

    ପାରିବାରିକ କଳହରୁ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି ବେହେରଦଲାଇକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଲାଇ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟକର ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ହୋଇଥିବା ସୂଚନା । ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନୁଆମୁଣ୍ଡା ଗ୍ରାମର ଚନ୍ଦ୍ରକାନ୍ତ ବେହେରଦଲାଇକୁ ଥାନାରେ ଅଟକ ରଖିଛି ତୁମୁଡ଼ିବନ୍ଧ ପୁଲିସ । ଘଟଣାସ୍ଥଳରେ ପହଁଚି ତୁମୁଡ଼ିବନ୍ଧ ପୁଲିସର ତଦନ୍ତ ଆରମ୍ଭ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ