Tuesday, July 14, 2026
27.6 C
Odisha

    କାଠଯୋଡିରେ ବୁଡି ଇଞ୍ଜିନିୟର ମୃତ

    ଆଗକୁ ପଢନ୍ତୁ

    କଟକ : କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଇଞ୍ଜିନିୟର ନିଖୋଜ ହୋଇଯାଇଛନ୍ତି । ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ୪ ଜଣ ଇଞ୍ଜିନିୟର ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା । କଟକ ଏସସିବି ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ ଥିଲେ ଏହି ସମସ୍ତ ଇଞ୍ଜିନିୟର । ପାଣିର ଗଭୀରତା ସମ୍ପର୍କରେ ଜାଣିନଥିଲେ । ମୃତ ଇଞ୍ଜିନିୟରଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି । ନିଖୋଜଙ୍କ ସନ୍ଧାନ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    77 %
    1.6kmh
    99 %
    Tue
    28 °
    Wed
    29 °
    Thu
    30 °
    Fri
    28 °
    Sat
    27 °

    ସମ୍ବନ୍ଧିତ