Monday, April 20, 2026
42.9 C
Odisha

    କାନ୍ଦିବା ମଧ୍ୟ ହୋଇଥାଏ ସ୍ବାସ୍ଥ୍ୟପକ୍ଷେ ଉପକାରୀ ! ପଢନ୍ତୁ ଏହି ୫ଟି ଫାଇଦା

    ଆଗକୁ ପଢନ୍ତୁ

    ଯେମିତି ହସିବା ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ସେହିପରି ବେଳେବେଳେ କାନ୍ଦିବା ମଧ୍ୟ ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ଏକ ରିସର୍ଚ୍ଚ ଅନୁଯାଇ କେବେକେବେ କାନ୍ଦିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଆମେ ଆଜି ଆପଣଙ୍କ ଜଣାଇବୁ କାନ୍ଦିବାରୁ ମିଳୁଥିବା ୫ଟି ଫାଇଦା ବିଷୟରେ –

    • ଆଖିର ମେମବ୍ରେନ୍ ସୁଖି ଯିବା କାରଣରୁ ଆଖିର ଆଲୋକ ଦୁର୍ବଳ ହୋଇଯାଇଥାଏ । ଆପଣଙ୍କର ଲୁହ ଏହାକୁ ଶୁଖିବାକୁ ଦିଏ ନାହିଁ ଯାହା ଦ୍ବାରା ଅପଣଙ୍କର ଆଖିର ଆଲୋକ ଠିକ୍ ରହିଥାଏ ।

    • ଲୁହରେ ଲୋସୋଜମ୍ ନାମକ ଏକ ପ୍ରକାର ତତ୍ବ ରହିଥାଏ ଯାହା ବାହାରର ବ୍ୟାକ୍ଟେରିଆଙ୍କୁ ମାରିବାରେ ୯୦ ପ୍ରତିଶତ ସଫଳ ହୋଇଥାଏ ।

    • ଯଦି ଆପଣ କିଛି ଦୁଶ୍ଚିନ୍ତାରେ ଅଛନ୍ତି ଏବଂ କାନ୍ଦୁଛନ୍ତି ତେବେ ଲୁହ ସହିତ ଆଡ୍ରେନୋକୋଟିକୋଟ୍ରୋପିକ୍ ଏବଂ ଲିଉସିନ୍ ନାମକ ହରମୋନ୍ ବାହାରିଥାଏ ଯାହା ଦ୍ବାରା ଦୁଶ୍ଚିନ୍ତା ଦୂର ହୋଇଥାଏ ।

    • କାନ୍ଦିବା ଦ୍ବାରା ମସ୍ତିଷ୍କ ଏବଂ ହୃଦୟ ଠିକ୍ ଭାବେ କାର୍ୟ୍ୟ କରିଥାଏ ।

    • ଲୁହ ଆପଣଙ୍କର ନିରାସପଣକୁ ଦୂରକରିଥାଏ । ଏହା ଦ୍ବାରା ଅପଣଙ୍କ ମନକୁ ଶାନ୍ତି ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42.9 ° C
    42.9 °
    42.9 °
    12 %
    2.6kmh
    22 %
    Mon
    40 °
    Tue
    43 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ