Tuesday, July 29, 2025
24.6 C
Odisha

    କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
    ନୂଆପଡ଼ାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ
    କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
    -କଳାହାଣ୍ଡି- ସୁରେଶ ପୂଜାରୀ, ସୁନ୍ଦରଗଡ଼- ରବି ନାରାୟଣ ନାଏକ
    -କୋରାପୁଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର
    -ଗଞ୍ଜାମ- ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼- ମୁକେଶ ମହାଲିଙ୍ଗ
    -ଗଜପତି- ବିଭୁତି ଭୂଷଣ ଜେନା, ବାଲେଶ୍ୱର- କୃଷ୍ଣଚନ୍ଦ୍ର ମହାପାତ୍ର
    -ବଲାଙ୍ଗିର- ଗଣେଶ ରାମସିଂ ଖୁଣ୍ଟିଆ, ମାଲକାନଗିରି- ସୂର୍ଯ୍ୟବଂଶୀ ସୂରଜ
    -ଖୋର୍ଦ୍ଧା- ପ୍ରଦୀପ ବଳସାମନ୍ତ, କନ୍ଧମାଳ- ଗୋକୁଳାନନ୍ଦ ମଲ୍ଲିକ
    ରାୟଗଡ଼ାରେ ସମ୍ପଦ ଚନ୍ଦ୍ର ସ୍ୱାଇଁ କରିବେ ପତାକା ଉତ୍ତୋଳନ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    92 %
    2.8kmh
    100 %
    Tue
    25 °
    Wed
    24 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ