Tuesday, March 31, 2026
35.7 C
Odisha

    କେନିୟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୮ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ସୂଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନିଆରୁ ଆସିଛି ଏକ ବଡ଼ ଖବର । ଏକ ବିମାନ ଦୁର୍ଘଟଣା ହେବା ସହ ସେଥିରେ ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଉକ୍ତ ବିମାନରେ କେନିୟା ପ୍ରତିରକ୍ଷା ବାହିନୀ ମୁଖ୍ୟ ମଧ୍ୟ ଯାତ୍ରା କରୁଥିଲେ ବୋଲି କୁହାଯାଉଛି । କେନିୟା ଡିଫେନ୍ସ ଫୋର୍ସର ହୁୟେ ହେଲିକପ୍ଟରଟି ଏକ ସ୍ଥାନୀୟ ପ୍ରାଥମିକ ସ୍କୁଲରୁ ଉଡ଼ାଣ ଆରମ୍ଭ କରିଥିଲା । ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ