Saturday, October 10, 2026
24.4 C
Odisha

    କେନ୍ଦ୍ରକୁ ଡେପୁଟେସନରେ ଯିବେ ୨ IPS, ଉଭୟଙ୍କ ନାଁ ଏମପ୍ୟାନେଲ କରିବାକୁ ମିଳିଲା ଅନୁମତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଇପିଏସ ଆର ପି କୋଚେ ଏବଂ ଯଶୱନ୍ତ କୁମାର ଜେଠୱା । କେନ୍ଦ୍ରକୁ ଯିବାକୁ ଉଭୟଙ୍କ ନାଁ ଏମପ୍ୟାନେଲ ପାଇଁ ଅନୁମତି ପ୍ରଦାନ କରିଛି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି । ଆର ପି କୋଚେ ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଅଧିକାରୀ । ସେହିପରି ଯଶୱନ୍ତ କୁମାର ଜେଠୱା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ । ଉଭୟ ଡିଜି କିମ୍ବା ଡିଜି ସମକକ୍ଷ ରାଙ୍କରେ କେନ୍ଦ୍ରକୁ ଡେପୁଟେସନରେ ଯିବା ପାଇଁ ଏମପ୍ୟାନେଲଡ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ