Friday, April 10, 2026
27.5 C
Odisha

    କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ସମସ୍ତ କର୍ମଚାରୀ ସୁରକ୍ଷିତ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁର ଜୟନ୍ତପୁର ଛକ ନିକଟରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ l ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି  । ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ  ଦମକଳ ବାହିନୀ ପହଞ୍ଚି ନିଆଁକୁ  ଆୟତ୍ତ କରିଥିଲା। ପୂର୍ବରୁ ଏହି ଫ୍ୟାକ୍ଟ୍ରିରେ ୩ଥର ନିଆଁ ଲାଗିଥିବା ସୂଚନା ମିଳିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ