Saturday, October 3, 2026
23 C
Odisha

    ଖାଜିପଲ୍ଲୀଗ୍ରାମରେ ଦମ୍ପତିଙ୍କ ଆତ୍ମହତ୍ୟା

    ଆଗକୁ ପଢନ୍ତୁ

    ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଖାଜିପଲ୍ଲୀଶାସନ ଗାଁ ବଳଧିଆ ସାହିରେ ଅଭାବନୀୟ ଘଟଣା ଘଟିଛି । ଘରେ କେହି ନଥିବା ସମୟରେ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ହେଲେ ସନ୍ତୋଷ ସାହୁ(୪୦) ଓ ସସ୍ମିତା ସାହୁ (୩୧) । ସସ୍ମିତାଙ୍କ ଶବ ଖଟରେ ପଡ଼ିଥିବା ବେଳେ ସନ୍ତୋଷ ରଶି ଲଗାଇ ଘରେ ଝୁଲୁଥିବା ଜଣାପଡ଼ିଛି । ମୃତକଙ୍କ ଦୁଇଟି ସନ୍ତାନ ଅଛନ୍ତି । ପୁଅର ବୟସ ୮ବର୍ଷ ହୋଇଥିବାବେଳେ ଝିଅର ବୟସ ୧୨ବର୍ଷ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁରୁଷୋତ୍ତମପୁର ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ