Monday, February 2, 2026
28.9 C
Odisha

    ଗତିପଥ ବଦ ବଦଳ।ଇଲା ବାତ୍ୟା ଦାନା; ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁଇବ ବାତ୍ଯା ଦାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦିଗ ବଦଳାଇଲା ଭୀଷଣ ବାତ୍ୟା ଦାନା । ବଦଳିଲା ବାତ୍ଯା ଦାନାର ଗତିପଥ । ସାଗର ଦ୍ଵୀପରୁ ଦୂରେଇ ଓଡ଼ିଶା ଭିତରକୁ ପଶୁଛି ବାତ୍ୟା । ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁଇବ ବାତ୍ଯା ଦାନା । ଲ୍ଯାଣ୍ଡଫଲ ପରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଗତି କରିବ ବାତ୍ୟା । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲା ପ୍ରଭାବିତ ହେବ । ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ପ୍ରଭାବିତ ସମ୍ଭାବନା । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର ଜିଲ୍ଲା ପ୍ରଭାବିତ ସମ୍ଭାବନା । ଅନ୍ୟ କିଛି ଜିଲ୍ଲା ମଧ୍ୟ ପ୍ରଭାବିତ ହେବା ସମ୍ଭାବନା । ତେବେ ସୂଚନା ଅନୁସାରେ ସବୁଠାରୁ ଅଧିକ ବର୍ଷା ପାରାଦୀପରେ ରେକର୍ଡ କରାଯାଇଛି । ସ୍ଥଳ ଭାଗକୁ ଲୁଣି ପାଣି ମାଡ ଯିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    28 %
    2.8kmh
    75 %
    Mon
    31 °
    Tue
    31 °
    Wed
    32 °
    Thu
    32 °
    Fri
    32 °

    ସମ୍ବନ୍ଧିତ