Saturday, April 4, 2026
36.1 C
Odisha

    ଘରେ ଥିବା ଶୁଖିଲା ତୁଳସୀ ବୃକ୍ଷ କରିବ କମାଲ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଅନେକ ଲୋକ ବାସ୍ତୁ ଉପରେ ବିଶ୍ବାସ କରିଥାନ୍ତି । ତେବେ ଶୁଖିଲା ତୁଳସୀ ଘରୁ ଗରିବୀ ଦୂର କରିବା ସହିତ ସବୁ କାର୍ଯ୍ୟରେ ସଫଳତା ଦେଇପାରିବ ବୋଲି କୁହାଯାଇଛି । ସାଧାରଣତଃ ଶୀତ ଦିନରେ କମ୍ ପାଣି ଦେବା କାରଣରୁ ଗଛପତ୍ର ଶୁଖିଲା ଦେଖାଯାଇଥାଏ । ତୁଳସୀ ଗଛର ପତ୍ର ମଧ୍ୟ ଶୁଖିଲା ଦେଖାଯାଇଥାଏ । ଅନେକ ଲୋକ ଏହାକୁ ଅଶୁଭ ମଣୁଥିବା ବେଳେ ଜୋତିର୍ବିଦମାନେ ଏହାର ଅନେକ ଉପକାରିତା ରହିଥାଏ ବୋଲି କହିଛନ୍ତି ।

    ଶୁଖିଲା ତୁଳସୀ ପତ୍ରକୁ ନାଲି କପଡାରେ ବାନ୍ଧି ଧନ ସ୍ଥାନରେ ରଖିଲେ ମହାଲକ୍ଷ୍ମୀଙ୍କର କୃପାଦୃଷ୍ଟି ପଡିଥାଏ ବୋଲି କୁହାଯାଇଥାଏ ।

    ଶୁଖିଲା ତୁଳସୀ ପତ୍ର ଘରେ ସୁଖ ସମ୍ପତ୍ତି ଆଣିଥାଏ ବୋଲି କୁହାଯାଇଥାଏ ଏବଂ ଗରିବୀ ଦୂର ହୋଇଥାଏ ।

    ଯଦି ଘରେ କୃଷ୍ଣ ଠାକୁର ରହିଛନ୍ତି, ତେବେ ପାଣିରେ ଶୁଖିଲା ପତ୍ର ପକାଇ ଢାଳିବା ଦ୍ବାରା ସୁଖ ମିଳିଥାଏ ବୋଲି କୁହାଯାଇଥାଏ ।

    ବିଷ୍ଣୁ ଭୋଗରେ ମଧ୍ୟ ଏହାକୁ ପକାଇପାରିବେ । ତେଣୁ ଏହା ଘର ପାଇଁ ଉତ୍ତମ ବୋଲି ବିବେଚନା କରାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ