Tuesday, June 2, 2026
30.4 C
Odisha

    ସାଉଥ ଆଫ୍ରିକାର David Miller ରଚିଲେ ଇତିହାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି-୨୦ କ୍ରିକେଟରେ ଏବି ଡେଭିଲିୟର୍ସ ଏବଂ ଫାଫ ଡୁ ପ୍ଲେସିସଙ୍କୁ ପଛରେ ପକାଇଛନ୍ତି । ସେ ସାଉଥ ଆଫ୍ରିକାର ଟି-୨୦ ଲୀଗ ପୂର୍ବରୁ କ୍ୱାଲିଫାୟରରେ ପାର୍ଲ ରୟାଲ୍ସ ଏବଂ ଏମଆଇ କେପ ଟାଉନ ମଧ୍ୟରେ ହେଉଥିବା ମ୍ୟାଚରେ ନିଜର ନାମକୁ ଇତିହାସରେ ଲିପିବଦ୍ଧ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୫୦୦ ଛକା ମାରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

    ମିଲର ଏହି ମ୍ୟାଚ ପୂର୍ବରୁ ୫୧୭ଟି ମ୍ୟାଚରେ ୪୯୯ ଟଙ୍କା ମାରିଥିଲେ । ସେ ଟି-୨୦ କ୍ୟାରିୟରର ୫୦୦ଟି ଛକା ମାରିଥିବା ପ୍ରଥମ ପ୍ରୋଟିସ ଖେଳାଳି ହୋଇଛନ୍ତି ।ମିଲର ଏହି ମ୍ୟାଚ ପୂର୍ବରୁ ୫୧୭ ମ୍ୟାଚରେ ୪୯୯ ଛକା ମାରିଛନ୍ତି । ସେ ଟି-୨୦ କ୍ୟାରିୟରର ୫୦୦ଟି ଛକ୍କା ୧୦ ଓଭରରେ ଏମଆଇ କେପଟାଉନର କ୍ୟାପ୍ଟେନ ରଶିଦ ଖାନଙ୍କ ବଲରେ ସ୍କେ୍ୱୟାର ଲେଗରେ ଲଗାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.4 ° C
    30.4 °
    30.4 °
    57 %
    4.2kmh
    75 %
    Tue
    30 °
    Wed
    40 °
    Thu
    41 °
    Fri
    43 °
    Sat
    43 °

    ସମ୍ବନ୍ଧିତ