Sunday, March 29, 2026
28 C
Odisha

    ଘରୋଇ ଉପାୟ ଆପଣାଇ କେଶକୁ ବହୁତ ଦିନ ଯାଏ ରଖିପାରିବେ କର୍ଲରଫୁଲ୍

    ଆଗକୁ ପଢନ୍ତୁ

    ଯଦି ଆପଣ ଆପଣଙ୍କ କେଶକୁ ବାରମ୍ବାର କଲର୍ କରି ଥକି ଗଲେଣି ଏବଂ ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଏହା କେଶରେ ଖୁବ୍ କମ୍ ଦିନ ପାଇଁ ରହିଥାଏ । କିଛି ଦିନରେ ଏହି କର୍ଲର ଛାଡିବାକୁ ଲାଗିଥାଏ । ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବ ନାହିଁ କାହିଁକି ନା, ଆଜି ଆମେ ଆପଣଙ୍କୁ କହିବୁ କିଛି ଘରୋଇ ଉପାୟ ବିଷୟରେ ଯାହାକୁ ଆପଣାଇ ଆପଣ ହୋଇପାରିବେ ଲାଭବାନ୍ ।

    ଯେବେବି ଆପଣ କେଶକୁ କର୍ଲର କରୁଛନ୍ତି ଏହାର ୩ ଦିନ ଯାଏ ବିଲକୁଲ୍ ବି ସାମ୍ପୁ କରନ୍ତୁ ନାହିଁ । ଏହା କରିବା ଦ୍ବାରା କେଶକୁ କର୍ଲର ଠିକ୍ ଭାବେ ବାନ୍ଧିବାରେ ସମୟ ପାଇଥାଏ ।

    କେଶରେ କର୍ଲର ଲଗାଇବା ପରେ ସାଧାରଣ ସାମ୍ପୁରେ ଜମାରୁ ସାମ୍ପୁ କରନ୍ତୁ ନାହିଁ । ସାଧାରଣ ସାମ୍ପୁ ବ୍ୟବହାର କରିବା ଠାରୁ ଭଲ ଆପଣ କିଛି ସଲଫ୍ଟେ ଫ୍ରି ସାମ୍ପୁ ବ୍ୟବହାର କରନ୍ତୁ । ଆପଣ ଏହି ପରି ସାମ୍ପୁ ବ୍ୟବହାର କରନ୍ତୁ ଯାହା କର୍ଲର କେଶ ପାଇଁ ଉପଯୁକ୍ତ ଥିବ ।

    କେଶକୁ ଧୋଇବା ସମୟରେ ଫିଟ୍ଲର୍ଡ ପାଣିରେ ସଫାକରନ୍ତୁ । କାହିଁକି ନା ନଳକୂପରୁ ବାହାରୁଥିବା ପାଣିରେ କେମିକାଲ୍ ରହିଥାଏ ଯାହା କେଶ ପାଇଁ ଠିକ୍ ନୁହେଁ ତେଣୁ ସର୍ବଦା ଫିଟ୍ଲର୍ଡ ପାଣିରେ କେଶକୁ ଧୁଅନ୍ତୁ । ଗରମ ପାଣିରେ କଦାପି କେଶ ଧୁଅନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28 ° C
    28 °
    28 °
    32 %
    2.2kmh
    23 %
    Sat
    28 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ