Sunday, September 20, 2026
28.5 C
Odisha

    ଚର୍ଚ୍ଚିତ ଓ ଲୋକପ୍ରିୟ ରଙ୍ଗ ମଞ୍ଚ ଯାତ୍ରା ଓ ଚଳଚ୍ଚିତ୍ର ନିର୍ଦେଶକ ରମେଶ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଉ ନାହାନ୍ତି ସ୍ୱନାମ ଧନ୍ୟ, ଚର୍ଚ୍ଚିତ ଓ ଲୋକପ୍ରିୟ ରଙ୍ଗ ମଞ୍ଚ ଯାତ୍ରା ଓ ଚଳଚ୍ଚିତ୍ର ନିର୍ଦେଶକ ରମେଶ ଚନ୍ଦ୍ର ମହାନ୍ତି। ମୋ ପେଁ କାଳି ବଜେଇଦେ ପରି ଅନେକ ଚର୍ଚ୍ଚିତ ନାଟକ ଓ ପର ଝିଅ ଘର ଭାଙ୍ଗେନା ପରି ଲୋକ ପ୍ରିୟ ଚଳଚିତ୍ରର ସେ ନିର୍ଦେଶକ ଥିଲେ। ଅନେକ ମଞ୍ଚ ନାଟକର ନିର୍ଦେଶକ ଭାବରେ ସେ ଚର୍ଚ୍ଚିତ ଓ ଲୋକପ୍ରିୟ ଥିଲେ। ତାଙ୍କର ୨ ପୁଅ, ଗୋଟେ ଝିଅ ଓ ଧର୍ମ ପତ୍ନୀ ଅଛନ୍ତି। କଳିଙ୍ଗ ସ୍ଟୁଡିଓରେ ପ୍ରଥମ ଓଡିଆ ସିନେମାର ଶୁଟିଙ୍ଗ ‘ପର ଝିଅ ଘର ଭାଙ୍ଗେନା’ ସେ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ