Wednesday, February 25, 2026
32.4 C
Odisha

    ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳିଦେଲା ପିଲା, ଶିଶୁପୁତ୍ରକୁ ମୃତ ଘୋଷଣା କଲେ ଡାକ୍ତର

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡ଼ି: ଖେଳନା ନେଲା ଜୀବନ । ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ । ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ଶିଶୁଟି ବାପାମାଆଙ୍କ ସହ ଯାଇ ମକା ଖେତରେ ଖେଳୁଥିଲା ।

    ସେଠାରେ ଚିପ୍ସ ପ୍ୟାକେଟରେ ଥିବା ଖେଳନା ବନ୍ଧୁକକୁ ଗିଳି ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.4 ° C
    32.4 °
    32.4 °
    19 %
    4.2kmh
    46 %
    Wed
    32 °
    Thu
    34 °
    Fri
    35 °
    Sat
    36 °
    Sun
    38 °

    ସମ୍ବନ୍ଧିତ