Saturday, March 21, 2026
27.2 C
Odisha

    ଚିଲ୍ଲିର ଅନେକ ସହରରେ ଜଙ୍ଗଲ ନିଆଁ, ୧୯ ଜୀବନ ଯିବା ପରେ ଜରୁରୀ ଘୋଷଣା

    ଆଗକୁ ପଢନ୍ତୁ

    ଚିଲ୍ଲି : ଦକ୍ଷିଣ ଆଫ୍ରିକା ଚିଲ୍ଲି ଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଫଳରେ ଏମରଜେନ୍ସୀ ଘୋଷଣା କରାଯାଇଛି । ନିଆଁ ଅନିୟନ୍ତ୍ରିତ ହୋଇ ଦକ୍ଷିଣ ଚିଲ୍ଲି ସମୁଦାୟ ଜାଳିପୋଡ଼ି ପାଉଁଶ କରିଦେଇଛି । ଜଙ୍ଗଲରେ ଆଖପାଖ ଅଞ୍ଚଳରେ ନିଆଁ ଲାଗି ସବୁ ପାଉଁଶ ହୋଇଛି । ନିଆଁରେ ଅତି କମରେ ୧୯ ଜଣଙ୍କ ଜୀବନ ଚାଲିଯାଇଛି ।

    ଚିଲ୍ଲିର ରାଜଧାନୀ ସେଣ୍ଟିଯୋଗରେ ପ୍ରାୟ ପାଖାପାଖି ୫୦୦ କିମି ଦୂର ଦକ୍ଷିଣ ନୁବଲ ଏବଂ ବାୟୋବିୟୋଗ ଅଞ୍ଚଳରେ ଜୋରେ ପବନ ଯୋଗୁଁ ନିଆଁ ଚାରିଆଡେ ବ୍ୟାପିବାରେ ଲାଗିଛି । ନିଆଁ ଯୋଗୁଁ ପ୍ରାୟ ୫୦ ହଜାରୁ ଅଧିକ ଲୋକଙ୍କୁ ବିସ୍ଥାପତି କରାଯାଇଛି ।

    ଘଟଣା ପରେ ଘର ଜଳୁଥିବା ସହ କାର, ଟ୍ରକ ଜଳୁଥିବା ଦେଖିବାକୁ ମିଳିଛି । ପୁରା ସହର ଖାଲି ଖାଲି ଦେଖିବାକୁ ମିଳିଛି । କର୍ଫ୍ୟୁ ପରେ ବିଭିନ୍ନ ସ୍ଥାନରେ ସୈନିକ ଏବଂ ଉଦ୍ଧାକାରୀ ଦଳ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.2 ° C
    27.2 °
    27.2 °
    48 %
    0.4kmh
    11 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ