Wednesday, September 16, 2026
24.5 C
Odisha

    ଚୀନ୍‌ରେ ଭୟଙ୍କର ଭୂମିକମ୍ପ, ତୀବ୍ରତା ୪.୩

    ଆଗକୁ ପଢନ୍ତୁ

    ଆଜି ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର  ତୀବ୍ରତା ୪.୩ ରହିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କୁହାଯାଇଛି।

    ଏନସିଏସ ଅନୁଯାୟୀ, ଭୂମିକମ୍ପ ୧୬୫ କିଲୋମିଟର ଗଭୀରତାରେ ହୋଇଥିଲା। ପୂର୍ବରୁ ମଧ୍ୟ ମାର୍ଚ୍ଚ ୫ତାରିଖରେ ଜିନଜିଆଙ୍ଗରେ ୪.୯ ତୀବ୍ରତାର ଆଉ ଏକ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ