Thursday, March 26, 2026
23.8 C
Odisha

    ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା,ଚନ୍ଦନ ଯାତ୍ରାରେ ବାଣ ମନା

    ଆଗକୁ ପଢନ୍ତୁ

    ପୁରୀ : ଏଥର ଚନ୍ଦନ ଯାତ୍ରାରେ ବାଣ ମନା। ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଫୁଟିବନି ବାଣ। ଅମାନିଆ ବାଣ ଫୁଟାଇଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହା ସୂଚନା। କାରଣ ଗତବର୍ଷ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି ଏକ ବଡ଼ ଅଘଟଣ ଘଟିଥିଲା। କେତେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା।

    ଆଉ ଯେପରି ସେପରି କିଛି ଅଘଟଣ ନଘଟେ ସେଥିପାଇଁ ଏ ନିଷ୍ପତ୍ତି ନିଆଯାଇଛି। ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ କହିଲେ ମୁଖ୍ୟ ପ୍ରଶାସକ। ଏହାସହ ଚନ୍ଦନଯାତ୍ରାରେ ଭକ୍ତ ଓ ସେବାୟତଙ୍କ ପାଇଁ ରହିବ ହେଲଥ୍ ଇନସ୍ୟୁରାନ୍ସ ବ୍ୟବସ୍ଥା। ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍ ସେଣ୍ଟର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ