Tuesday, August 11, 2026
24.4 C
Odisha

    ଛାତି ଯନ୍ତ୍ରଣା ହୋଇପାରେ ଏହିସବୁ ରୋଗର ଲକ୍ଷଣ

    ଆଗକୁ ପଢନ୍ତୁ

    ଲୋକେ ଛାତି ଯନ୍ତ୍ରଣାକୁ ଅଣଦେଖା କରନ୍ତି। ଗ୍ୟାସ୍ଟିକ କିମ୍ବା ଅନ୍ୟାନ୍ୟ କାରଣରୁ ଏପରି ହେଉଥିବ ଭାବନ୍ତି। କିନ୍ତୁ ବାରମ୍ବାର ଛାତିରେ ଯନ୍ତ୍ରଣା ଅନେକ ରୋଗର କାରଣ ହୋଇପାରେ। ତେବେ ଛାତି ଯନ୍ତ୍ରଣା କେଉଁସବୁ ରୋଗର ଲକ୍ଷଣ ହୋଇପାରେ, ଜାଣନ୍ତୁ…

    ହୃଦଘାତ
    ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା ଇତ୍ୟାଦି। ହୃଦଘାତର ମୁଖ୍ୟ କାରଣ ହେଉଛି ଧମନୀ ଅବରୋଧ। ଏହି କାରଣରୁ, ସଠିକ୍ ପରିମାଣର ରକ୍ତ ହୃଦୟରେ ପହଞ୍ଚିପାରେ ନାହିଁ। ଯେତେବେଳେ ହୃଦୟ ଟିସୁରେ ରକ୍ତ ପ୍ରବାହ ଅବରୋଧ ହୁଏ, ଛାତିରେ ଯନ୍ତ୍ରଣା ହୁଏ।

    ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲେକ୍ସ
    ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ହେଉଛି ଆମ ଶରୀରର ହଜମ ପ୍ରକ୍ରିୟା ସହିତ ଜଡିତ ଏକ ପ୍ରକାର ସମସ୍ୟା। ଏହି କାରଣରୁ, ଛାତିରେ ଯନ୍ତ୍ରଣା ଆରମ୍ଭ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    1.1kmh
    100 %
    Tue
    31 °
    Wed
    31 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ