Wednesday, October 7, 2026
22.1 C
Odisha

    ଜଗା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ହରଭଙ୍ଗା : ଜଗା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା । ୧୦ ଫୁଟ୍ ତଳକୁ ଖସିଲା କାର୍ । ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଡିଗିସିରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଡ୍ରାଇଭର ସମେତ ୩ଜଣ ଯାତ୍ରୀ ଜଗା ଦର୍ଶନ କରି ଘରକୁ ଫେରୁଥିଲେ । ଡିଗିସିରା ନିକଟରେ ଭାରସାମ୍ୟ ହରାଇ ତଳକୁ ଗାଡିଟି ଖସିପଡିଥିଲା। ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ