Thursday, September 17, 2026
30.3 C
Odisha

    ଜଳିଗଲା ୨୦ରୁ ଅଧିକ ବାଇକ୍, ପୋଲିସ ଦ୍ବାରା ହୋଇଥିଲା ସିଜ୍

    ଆଗକୁ ପଢନ୍ତୁ

    ପୁରୀ : ପୁରୀର ପୁରୁଣା ସଦରଥାନା ଛକ ନିକଟରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ପୋଲିସ ଦ୍ବାରା ସିଜ୍ ହୋଇଥିବା ୨୦ରୁ ଅଧିକ ବାଇକ୍ ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ସେନେଇ କାରଣ ଅସ୍ପଷ୍ଟ ରହିଛି । ପୁରୁଣା ସଦରଥାନା ଛକ ଭିଆଇପି ରୋଡ୍ ରେ ଯାଉଥିବାରୁ ସବୁବେଳେ ଜନଗହଳି ହୋଇଥାଏ । ଅଗ୍ନିକାଣ୍ଡରେ କାହାର କିଛି ହୋଇନଥିବା ବେଳେ ପୋଲିସ ଦ୍ବାରା ସିଜ୍ ହୋଇଥିବା ୨୦ରୁ ଅଧିକ ବାଇକ୍ ଜଳିଯାଇଛି । ତେବେ ଘଟଣାସ୍ଥଳ ନିକଟରେ ଏକ ମଦ ଦୋକାନ ଥିବାରୁ କେହି ଲୋକ ସେଠାରେ ମଦ୍ୟପାନ କରି ସିଗାରେଟ୍ ଲଗାଇ ଜଳନ୍ତା ସିଗାରେଟ୍ ଫୋପାଡି ଦେବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ