Monday, September 21, 2026
23.5 C
Odisha

    ଜାଡ଼ରେ ଥରୁଛି ସାରା ଓଡ଼ିଶା, ଆଗକୁ ଆହୁରି ବଢ଼ିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା, ତା ସାଙ୍ଗକୁ ଥଣ୍ଡା ସୁଲୁସୁଲିଆ ପବନ।  ତେଣୁ ଆଗକୁ ଆହୁରି ବଢ଼ିବ ଶୀତ । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୮ ଡିଗ୍ରୀ ତଳେ ରହିଛି ପାରଦ । ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ । ସକାଳୁ ସକାଳୁ ଚା ଦୋକାନରେ ବି ପ୍ରବଳ ଭିଡ ଜମୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    96 %
    0.5kmh
    93 %
    Mon
    28 °
    Tue
    28 °
    Wed
    28 °
    Thu
    23 °
    Fri
    23 °

    ସମ୍ବନ୍ଧିତ