Sunday, June 7, 2026
27.8 C
Odisha

    ଜାଲରେ ପଡ଼ିଛି ୨ କୁଇଣ୍ଟାଲ ବିରଳ ଚିଲ ଶଙ୍କର ମାଛ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଜାଲରେ ପଡ଼ିଛି ୨ କୁଇଣ୍ଟାଲର ମାଛ । ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ବିରଳ ଚିଲ ଶଙ୍କର ମାଛ । ବିରାଟକାୟ ଚିଲ ଶଙ୍କର ମାଛର ଓଜନ ପ୍ରାୟ ୨ ଟନ୍ ରୁ ଅଧିକ ହେବ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ପଡ଼ିଥିଲା ଏହି ବିରଳ ଚିଲ ଶଙ୍କର ମାଛ ।state
    ପରେ ଏହି ବିରଳ ମାଛଟିକୁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ମାଛ କିଣିବାକୁ କୋଲକାତାର କିଛି ବଡ଼ ବ୍ୟବସାୟୀ ପହଞ୍ଚିଛନ୍ତି । ଏହି ବିରଳ ଚିଲ ଶଙ୍କର ମାଛରୁ ଦାମୀ ଔଷଧ ତିଆରି ହୁଏ । ଏଥିପାଇଁ ଏହାକୁ ବିଦେଶକୁ ରପ୍ତାନି କରାଯାଏ। ବଜାରରେ ଏହି ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    77 %
    1.7kmh
    99 %
    Sun
    41 °
    Mon
    44 °
    Tue
    44 °
    Wed
    44 °
    Thu
    41 °

    ସମ୍ବନ୍ଧିତ