Saturday, October 10, 2026
30.1 C
Odisha

    ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା ପାଇଁ ସେପ୍ଟେମ୍ବର ମାସର ୧୫ ଅଧିକାରୀଙ୍କ ଦରମା ବନ୍ଦ

    ଆଗକୁ ପଢନ୍ତୁ

    କଟକ : ମିଳିବ ନାହିଁ ସେପ୍ଟେମ୍ବର ମାସର ଦରମା । ୧୫ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ୭ ଜଣ ବିଡିଓ ଏବଂ ସିଡିଏମଓ ଙ୍କ ସମେତ ମୋଟ ୧୫ ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନ ଦିଗରେ ଅବହେଳା ପ୍ରଦର୍ଶନ ପାଇଁ କଡା କାର୍ଯ୍ୟନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ଦରମା ବନ୍ଦ ପାଇଁ ଟ୍ରେଜେରୀକୁ ଚିଠି ଲେଖିଲେ ଏଡିଏମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ