Saturday, May 30, 2026
30.2 C
Odisha

    ଟାଟା-ଏର୍ନାକୁଲମ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ, ଜଣେ ପାସେଞ୍ଜର ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଟାଟା-ଏର୍ନାକୁଲମ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ।  ଜଣେ ପାସେଞ୍ଜର ଜୀବନ୍ତ ଦଗ୍ଧ  ।  ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ର ପ୍ରଦେଶର ଇଲାମାଞ୍ଚିଲି ନିକଟରେ ଟାଟା ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସର ମିନିଟରେ ଟ୍ରେନର ପେଣ୍ଟ୍ରିକୁ ଲାଗି ରହିଥିବା B-1 ଏବଂ M-2 ଏସି କୋଚରେ ଅଚାନକ ନିଆଁ ଲାଗିଥିଲା ।

    ଧୂଆଁ ଦେଖି ଯୋଗୁ ଟ୍ରେନର ଲୋକ ପାଇଲଟ ଟ୍ରେନ୍ ଅଟକାଇଥିଲେ ।  ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚିବା ପୂର୍ବରୁ ଏସି କୋଚ୍ ସମ୍ପୂର୍ଣ୍ଣ ଜଳିଯାଇଥିଲା ।  ନିଆଁ ଲାଗିବା ଯୋଗୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ ।  ଟ୍ରେନ୍ ତଳକୁ ଓହ୍ଲାଇପଡ଼ିଥିଲେ ।  ଅଗ୍ନିକାଣ୍ଡରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।  ଘଟଣାସ୍ଥଳରେ ଫୋରେନସିକ୍ ଟିମର ତଦନ୍ତ ଆରମ୍ଭ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ