Tuesday, August 4, 2026
27.3 C
Odisha

    ଟି 20 ବିଶ୍ବକପ୍: ଅପରାଜେୟ ଭାରତ, ନେଦରଲାଣ୍ଡସ୍ ବିପକ୍ଷ ଶେଷ ଲିଗ୍ ମ୍ୟାଚକୁ ୧୭ରନରେ ଜିତିଲା ଭାରତ

    ଆଗକୁ ପଢନ୍ତୁ

    ଟି-୨୦ ବିଶ୍ଵକପ୍ ୨୦୨୬ର ନିଜର ଶେଷ ଲିଗ୍ ମ୍ୟାଚକୁ ରନରେ ୧୭ ଜିତିଛି ଭାରତ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା । ଭାରତ ଦେଇଥିବା ଟାର୍ଗେଟକୁ  ନେଦରଲାଣ୍ଡସ ୭ ୱିକେଟ୍ ହରାଇ ମାତ୍ର ୧୭୬ ରନ କରିପାରିଛି। ଭାରତ ପକ୍ଷରୁ ଶିବମ ଦୁବେ ୬୬ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଛନ୍ତି।

    ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଶିବମ ଦୁବେଙ୍କୁ ୨ଟି ଓ୍ଵିକେଟ୍ ମିଳିଛି । ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    86 %
    0.9kmh
    100 %
    Tue
    28 °
    Wed
    31 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ