Sunday, October 4, 2026
23.3 C
Odisha

    ଟ୍ରକ୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭବାନୀପାଟଣା  : ଜୁନାଗଡ଼ ଥାନା ବଳଦିଆମାଳ ଛକରେ ଆଜି ସକାଳେ ଏକ ଟ୍ରକ୍ ଚାପାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ବଳଦିଆମାଲ ଗାଁର କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡିଛି। ଜୟପୁର ପଟକୁ ଯାଉଥିବା ଏହି ମାଲ ବୋଝେଇ ଟ୍ରକର ପଛ ଚକରେ ସାଇକେଲ ଆରୋହୀ ଚାପି ହେଇ ଯାଇଥିବା କୁହାଯାଉଛି। ଖବର ପାଇ ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ସହିତ ଟ୍ରକଟିକୁ ଜବତ କରି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ