Sunday, April 12, 2026
39 C
Odisha

    ଟ୍ରକ୍ ଧକ୍କାରେ ନାବାଳକର ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖେଳୁଥିବା ବେଳେ ନାବାଳକ ଉପରେ ମାଡ଼ିଗଲା ଟ୍ରକ୍‌। ସୋସ ଥାନା ମଧୁବନ ଛକରେ ଟ୍ରକ୍ ଧକ୍କାରେ ନାବାଳକର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ପିଲାଟି ରାସ୍ତାରେ ଖେଳୁଥିବା ସମୟରେ ଏହି ଟ୍ରକ୍‌ଟି ମାଡ଼ିଯାଇଛି। ଘଟଣାସ୍ଥଳରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଟ୍ରକ୍ ଡ୍ରାଇଭରର ଅବହେଳାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ