Wednesday, October 7, 2026
27.2 C
Odisha

    ଟ୍ରମ୍ପ୍‌ଙ୍କ ଲୋକପ୍ରିୟତା କମାଇଲେ କମଲା ହାରିସ୍‌, ବଢୁଛି ପ୍ରତିଦ୍ୱନ୍ଦିତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନଭେମ୍ବର ୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋ ବାଇଡେନଙ୍କୁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ପରିବର୍ତନ କରିବା ପରେ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ମାର୍ଜିନ୍ ହ୍ରାସ କରିଛନ୍ତି। ଅଣ-ଧଳା ଭୋଟରଙ୍କ ମଧ୍ୟରେ ଏବଂ ନିଜ ଦଳ ମଧ୍ୟରେ ତାଙ୍କୁ ସମର୍ଥନ ବଢ଼ିବାରୁ ଏହି ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୱାଲ୍‌ ଷ୍ଟ୍ରିଟ ଜର୍ଣ୍ଣାଲ୍‌ର ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ହାରିସ ଏବଂ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି, ଯେଉଁଥିରେ ଉଭୟେ ୪୯% ରୁ ୪୭% ରେ ରହିଛନ୍ତି। ତେବେ, ରିପୋର୍ଟରେ ଦର୍ଶାଯାଇଛି ଯେ ଏହା ପ୍ଲସ କିମ୍ବା ମାଇନସ ୩.୧ ପ୍ରତିଶତ ପଏଣ୍ଟର ତ୍ରୁଟିର ସୀମା ମଧ୍ୟରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ