Sunday, April 12, 2026
39.2 C
Odisha

    ଟ୍ରଲର ପଛରେ ପିଟି ହେଲା ଟ୍ରାଭେଲର: ଏସଓଜିର ୭ କର୍ମଚାରୀ ଗୁରୁତର

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍ ସକାଳ ସାଢ଼େ ଚାରିଟାରେ ହୋଇଥିବା ଜଣା ପଡ଼ିଛି। ଗୋଟିଏ ଟ୍ରାଭେଲରରେ ଏସଓଜିର ୧୪ ଜଣ କର୍ମଚାରୀ ଝାରସୁଗୁଡ଼ାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରଲରରେ ବାଡେଇ ହୋଇଛି। ଫଳରେ ୭ ଜଣ ଗୁରୁତର ଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
    ସମସ୍ତଙ୍କୁ ଉଦ୍ଧାର କରାଯାଇଛି। କିଛି ଲୋକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦ୍ବିତୀୟ ଓଏସ୍‌ଏପିର ୧୪ଜଣ ଏସଓଜି ଟ୍ରେନିଂ ପାଇଁ ଯାଉଥିଲେ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    8 %
    4kmh
    0 %
    Sun
    38 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ