Friday, April 3, 2026
27 C
Odisha

    ଟ୍ୱିନ ସିଟିରେ ଘନ କୁହୁଡ଼ି, ଯାତାୟତରେ ବାଧାପ୍ରାପ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ କଲବଲ କରୁଛି ଘନ କୁହୁଡ଼ି । ପ୍ରବଳ କୁହୁଡ଼ି ଯୋଗୁଁ ୩୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଗାଡ଼ି ଚଳାଇବା କଷ୍ଟକର ହୋଇଥିବା ବେଳେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।ରାଜଧାନୀରେ ପୁଣିଥରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଏହି ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ୩୦ ମିଟରୁ ତଳକୁ ଖସିଛି ଦୃଶ୍ୟମାନ କ୍ଷମତା ।ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ୫୦ ମିଟର ଦୂରରୁ ଦେଖାଯାଉନି ରାସ୍ତା । କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଛି । ୧୫ ଜିଲ୍ଲା ପାଇଁ ଜାରି ହୋଇଥିଲା ସତର୍କତା । ଏଥିସହ ୩୦ ତାରିଖ ଯାଏଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ