Saturday, March 21, 2026
19 C
Odisha

    ଡାକ୍ତରଖାନାରେ ପଶିଲା ପାଣି; ରୋଗୀ ହନ୍ତସନ୍ତ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଭଳିସ୍ଥିତିରେ ବାଲେଶ୍ବର ଜିଲାରେ ମଧ୍ୟ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷା ପାଣି ପଶିଛି। ଏପରି କି ହସ୍ପିଟାଲର ନିରାମୟ ଔଷଧ କେନ୍ଦ୍ର ସହ କିଛି ଓପିଡି ୱାର୍ଡରେ ପାଣି ପଣିଥିବା ଜଣାପଡିଛି। ପାଣି ପଶିବାରୁ ୱାର୍ଡରେ ଥିବା ରୋଗୀ ହନ୍ତସନ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ