Sunday, October 11, 2026
23.6 C
Odisha

    ଡିଭାଇଡରରେ ପିଟି ହୋଇ ଓଲଟିଲା ପାନ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର

    ଆଗକୁ ପଢନ୍ତୁ

    ବିନିକା : ଡିଭାଇଡରରେ ପିଟି ହୋଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତୀଲେ ଟ୍ରକ ଡ୍ରାଇଭର  l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡଭଲା ଛକ ରାସ୍ତାରେ ଦିଆଯାଇଥିବା ଡିଭାଇଡର ଉପରକୁ ଚଢି ଲାଗିଥିବା ଷ୍ଟ୍ରିଟ ଲାଇଟ ଭାଙ୍ଗି ଓଲଟି ପଡ଼ିଛି l ଯେଉଁଥି ପାଇଁ ରାସ୍ତାର ଗୋଟିଏ ପଟେ ଚାରିଚକିଆ ଯାନବାହାନ ଯାତାୟାତ ହୋଇପାରୁନି  l  ଟ୍ରକଟି ପୁରୀରୁ ପାନ ଲୋଡ଼ କରି ବିଳାସପୁରା ଯାଉଥିବା ସମୟରେ ଡ଼ଭଲା ଛକ ଠାରେ ଏହି ଦୁର୍ଘଟଣା ଘଟିଛି  l  ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ