Friday, July 10, 2026
27.1 C
Odisha

    ତାମିଲନାଡ଼ୁରେ ଟ୍ରେନ ଦୁର୍ଘଟଣା: ଟ୍ରାକକୁ ଖସିଲା ୫ରୁ ଉର୍ଦ୍ଧ୍ବ ବଗି

    ଆଗକୁ ପଢନ୍ତୁ

    ତାମିଲନାଡ଼ୁର ଚେନ୍ନାଇ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିିଛି। ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍ ସହ ମାଲବାହୀ ଟ୍ରେନ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । ଦୁର୍ଘଟଣା ପରେ ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚଛନ୍ତି। ଦୁର୍ଘଟଣାରେ ୫ରୁ ୬ଟି ବଗି ଲାଇନଚ୍ଯୁତ ହୋଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    80 %
    2.1kmh
    100 %
    Fri
    31 °
    Sat
    28 °
    Sun
    24 °
    Mon
    27 °
    Tue
    26 °

    ସମ୍ବନ୍ଧିତ