Wednesday, January 21, 2026
16.7 C
Odisha

    ତିନି ଦିନ ବିଧାନସଭା ଛୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶନିବାର ଗୃହକାର୍ଯ୍ୟ ସରିବା ପରେ ବାଚସ୍ପତି ସୁରମା ପାଢୀ ଏପ୍ରିଲ ୨ ପୂର୍ବାହ୍ଣ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ମଝିରେ ତିନିଦିନ ଛୁଟି ପଡୁଥିବାରୁ ବିଧାନସଭାକୁ ଛୁଟି ଘୋଷଣା କରାଯାଇଛି। ୩୦ତାରିଖ ରବିବାର, ୩୧ ତାରିଖରେ ଇଦୁଲ ଫିତର ଏବଂ ଏପ୍ରିଲ ୧ରେ ଉତ୍କଳ ଦିବସ ପାଇଁ ଛୁଟି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.7 ° C
    16.7 °
    16.7 °
    49 %
    2.1kmh
    0 %
    Tue
    16 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ