Friday, July 31, 2026
24.2 C
Odisha

    ଦିଲ୍ଲୀର ଦୁଇଟି କଲେଜକୁ ବୋମା ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ ମିଳିଛି । ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଧମକପୂର୍ଣ୍ଣ ଇମେଲ୍‌ ଆସିଛି । ଇମେଲ୍‌ ପାଇବା ପରେ ଦିଲ୍ଲୀ ପୁଲିସ ଏକ ବୋମା ସ୍କ୍ୱାଡ ଏବଂ ଡଗ୍‌ ସ୍କ୍ୱାଡ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଉଭୟ କ୍ୟାମ୍ପସକୁ ଖାଲି କରାଯାଇଛି । ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନରେ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ମିଳିନାହିଁ । ପୁରା କଲେଜ ପରସରକୁ ଖାଲି କରି ପ୍ରତ୍ୟେକ କୋରେ ତଲାସି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.8kmh
    96 %
    Fri
    30 °
    Sat
    31 °
    Sun
    31 °
    Mon
    30 °
    Tue
    31 °

    ସମ୍ବନ୍ଧିତ