Saturday, April 19, 2025
40.3 C
Odisha

    ଦେଶରେ ଚାଲିବ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟିର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଦେଶରେ ଚାଲିବ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ । ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଇଷ୍ଟ କୋଷ୍ଟ ରେଳବାଇର ୪୧ଟି ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ ଉଦଘାଟନ ହେବ । ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । ଏହାସହ ୧୬୨ଟି ଇଲୋକ୍ଟ୍ରୋନିକ୍ସ ଇଣ୍ଟର ଲକିଙ୍ଗ ସିଷ୍ଟମ ୮୫ଟି ସୋଲାର ପାୱାର ଷ୍ଟେସନ, ୮ଟି ଗୁଡସ ସେଡ, ୮ଟି ଅଟୋ ସିଜିଓନାଲ ସିଷ୍ଟମ, ୯ଟି ନୂଆ ଲାଇନର ଦୋହରୀକରଣ କରାଯିବ ।ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ର ଖୋଲିବ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖୋର୍ଦ୍ଧା ବାଲୁଗାଁ, ବ୍ରହ୍ମପୁର, ଦେଇ ବିଶାଖାପାଟଣା ଯିବ । ଶନିବାର ବ୍ୟତୀତ ଅନ୍ୟାଦିନ ଗୁଡିକରେ ଯାତାୟାତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଳବାଇର ଅତିରିକ୍ତ ମହା ପ୍ରବନ୍ଧକ ମହେଶ କୁମାର ବେହେରା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ