Thursday, April 2, 2026
37.1 C
Odisha

    ଧରାପଡିଗଲା ଡୋନାଲ୍ଡ ଟ୍ରମ୍ପଙ୍କ ସତ, ପର୍ଣ୍ଣ ଷ୍ଟାରଙ୍କ ସହ ହୋଟେଲରେ କରୁଥିଲେ ଅୟେସ

    ଆଗକୁ ପଢନ୍ତୁ

    ୱାସିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ପର୍ଣ୍ଣ ଷ୍ଟାରଙ୍କ ସହ ହୋଟେଲରେ ରାସଲୀଳା କରି ମୁହଁ ବନ୍ଦ ପାଇଁ ଦେଉଥିଲେ ପୁଳା ପୁଳା ଟଙ୍କା।
    ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କୂଟନୀତି ପାଇଁ ଯେତେ ଚର୍ଚ୍ଚାରେ ଅଛନ୍ତି, ସେତିକି ଚର୍ଚ୍ଚାରେ ଅଛି ତାଙ୍କ ବ୍ୟକ୍ତିଗତ ଜୀବନ।

    ଷ୍ଟର୍ମି ଡାନିଏଲ୍ସ, ଜଣେ ଆମେରିକୀୟ ଆଡଲ୍ଟ ଷ୍ଟାର। ତାଙ୍କର ପ୍ରକୃତ ନାମ ଷ୍ଟେଫାନି କ୍ଲିଫୋର୍ଡ। ସେ ଦାବି କରିଥିଲେ ଯେ, 2006 ମସିହାରେ ନେଭାଡାର ଲେକ୍ ଟାହୋରେ ଚାଲିଥିବା ଏକ ଗଲ୍ଫ ଟୁର୍ଣ୍ଣାମେଣ୍ଟ ସମୟରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହା ପରେ ସେମାନେ ହୋଟେଲକୁ ଯାଇଥିଲେ ଏବଂ ରୁମ ଭିତରେ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ସବୁକିଛି ଘଟିଥିଲା ଦୁଇ ଜଣଙ୍କ ସହମତିରେ।

    ସେହି ସମୟରେ ଡୋନାଲ୍ଡ ଟ୍ରମ୍ପ ମନୋରଞ୍ଜନ ଜଗତର ଏକ ବଡ଼ ନାମ ଥିଲେ, ତେଣୁ ସେ ଷ୍ଟର୍ମିଙ୍କୁ ଏକ ଶୋ’ ମଧ୍ୟ ପ୍ରଦାନ କରିଥିଲେ। 2016 ମସିହାରେ, ଯେତେବେଳେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ, ତାଙ୍କ ବିରୁଦ୍ଧରେ ଉଠିଥିଲା ଯୌନ ଶୋଷଣର ଅନେକ ମାମଲା। ଏହି ସମୟରେ, ଡୋନାଲ୍ଡ ଟ୍ରମ୍ପ ଏହାକୁ ଲୁଚାଇବା ପାଇଁ ତାଙ୍କ ତତ୍କାଳୀନ ଓକିଲ ମାଇକେଲ କୋହେନଙ୍କୁ 1 କୋଟିରୁ ଅଧିକ ଟଙ୍କା ଦେଇଥିଲେ।

    2024 ମସିହାରେ ଟ୍ରମ୍ପ ପୁନଃନିର୍ବାଚନ ପାଇଁ ଠିଆ ହୋଇଥିବା ସମୟରେ ଡାନିଏଲ୍ସ ଅନେକ ସାକ୍ଷାତକାରରେ ମଧ୍ୟ କହିଥିଲେ ତାଙ୍କୁ ଧମକ ଦିଆଯାଉଛି। କେବଳ ତାଙ୍କୁ ନୁହେଁ, ତାଙ୍କ ଝିଅକୁ ମଧ୍ୟ ବଳାତ୍କାରର ଧମକ ଦିଆଯାଉଛି। ବର୍ତ୍ତମାନ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ