Sunday, October 4, 2026
24.3 C
Odisha

    ଧରାପଡିଲା ଫ୍ଲାଇଟରେ ବୋମା ବ୍ଲାଷ୍ଟର ଧମକ ଦେଉଥିବା ଅଭିଯୁକ୍ତ

    ଆଗକୁ ପଢନ୍ତୁ

    ଫ୍ଲାଇଟରେ ବୋମା ବ୍ଲାଷ୍ଟର ଧମକ ଦେବାର ଧମକ ଦେବା ଖବର ସାମ୍ନାକୁ ଆସୁଛି। ଗତ କିଛି ଦିନ ତଳେ ମୁମ୍ବାଇରେ ମଧ୍ୟ ସୋସିଅଲ ମିଡିଆ ପୋଷ୍ଟ କରିଆରେ କିଛି ଫ୍ଲାଇଟ୍ସରେ ବୋମା ପ୍ଲାଣ୍ଟ କରିବାର ଅଭିଯୋଗ ଅସିଥିଲା। ଏହା ଉପରେ ମୁମ୍ବାଇ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାର ଏକ ବଡ଼ ଖୁଲାସା କରିଛି। ଜଣାପଡିଛି ଯେ, ଏହି ପୋଷ୍ଟ ପଛରେ ଛତିଶଗଡର ଏକ ନାବାଳକ ଅଟେ। ସୂଚନା ମିଳିବା ମାତ୍ରେ ନାବାଳକର ମାଆ-ବାପାଙ୍କୁ ନୋଟିସ ଦିଆଯାଇଥିଲା ଏବଂ ନାବାଳକକୁ କିଶୋର ନ୍ୟାୟ ବୋର୍ଡକୁ ହସ୍ତାନ୍ତର କରାଯାଇଛି। ପୋଲିସକୁ ତଦନ୍ତ ମାଧ୍ୟମରେ ଜଣେପଡିଥିଲା ଯେ, ନାବାଳକ ଏବଂ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଟଙ୍କାକୁ ନେଇ ବିବାଦ ଥିଲା। ଏହି କାରଣରୁ ସେ ତାଙ୍କ ସାଙ୍ଗଙ୍କୁ ଫସେଇବା ପାଇଁ ଷଡଯନ୍ତ୍ର କରିଥିଲେ। ଏହାପରେ ନାବାଳକ ଅଭିଯୁକ୍ତ ନିଜ ସାଙ୍ଗଙ୍କ ଫଟୋ ବ୍ୟବହାର କରି ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିଲେ। ପୋଲିସ ବର୍ତ୍ତମାନ ବିଭିନ୍ନ ମାମଲାର ଯାଞ୍ଚ କରି ଏଫଆଇଆର ଦାଖଲ କରିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ