Saturday, September 5, 2026
24.7 C
Odisha

    ଧାନ କିଣାକୁ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଦୂର ହେବ କି ଅଚଳାବସ୍ଥା, ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର

    ଆଗକୁ ପଢନ୍ତୁ

    ସ୍ୱାଭାବିକ ହେଲା ଧାନ ଉଠା ପ୍ରକ୍ରିୟା । ଯୋଗାଣ ମନ୍ତ୍ରୀଙ୍କ ସୂଚନା । ୧୯ ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦେଶ ନାମା ଜାରି ହୋଇଛି। ଗତକାଲି ମିଲର୍ସ ସଙ୍ଘ ସହିତ ଆଲୋଚନା ହୋଇଥିଲା । ଆଲୋଚନା ପରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇଛି । ୧୯ ଜିଲ୍ଲାରେ ଏଯାବତ୍ ୧ଏ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ୩ ଲକ୍ଷ ୧୫ ହଜାର ୪୩୧ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ୍ ଟନ୍ ଧାନ ମିଲର ଉଠାଇଛନ୍ତି । ଧାନ କିଣା ପ୍ରକ୍ରିୟା ସ୍ବାଭାବିକ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    89 %
    1.7kmh
    16 %
    Sat
    25 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ