Tuesday, April 7, 2026
24.4 C
Odisha

    ନାବାଳିକା ସହିତ ଅନୈତିକ ସମ୍ପର୍କ ଘଟଣା : ସାତ ବର୍ଷ ପରେ ଦୋଷୀଙ୍କ ବିରୁଦ୍ଧରେ ରାୟ ଶୁଣାଇଲେ ମାନ୍ୟବର କୋର୍ଟ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ଶେଷରେ ଦୋଷୀକୁ ମିଳିଳା ଦଣ୍ଡ । ଘଟଣାର ସାତ ବର୍ଷ ପରେ ଦୋଷୀଙ୍କ ବିରୁଦ୍ଧରେ ରାୟ ଶୁଣାଇଲେ ମାନ୍ୟବର କୋର୍ଟ । ସୁବର୍ଣ୍ଣପୁର ଜିଲ୍ଲା ସ୍ପେସିଆଲ ପକ୍ସୋ କୋର୍ଟ ଶୁଣାଇଛନ୍ତି ଏହି ରାୟ । ଗତ ତା 2018 ମସିହାରେ ଡୁଙ୍ଗୁରପାଲି ଥାନା ଅଂଚଳରେ ଜଣେ ନାବାଳିକା ସହିତ ଅନୈତିକ ସମ୍ପର୍କ ରଖିଥିବା ନେଇ ଥାନାରେ ମାମାଲା ଦାୟର ହୋଇଥିଲା । ଘଟଣାରେ ଅଭିଯୁକ୍ତ ଦିବ୍ୟକେଶବ ଦଣ୍ଡସେନା ନାମକ ଯୁକଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଦେଇଥିଲା। ତେବେ ଏହି ମାମଲାରେ ମାନ୍ୟବର 10 ଗୋଟି ସାକ୍ଷ୍ୟ ଏବଂ ପ୍ରମାଣପତ୍ର ଆଧାରରେ ସ୍ପେସିଆଲ ପକ୍ସୋ କୋର୍ଟ ସୁବର୍ଣ୍ଣପୁର ଅଭିଯୁକ୍ତ ବିରୁଦ୍ଧରେ 23 ବର୍ଷ 3ମାସ 10 ଦିନ କାରାଦଣ୍ଡ ସହ 25,550 ଟଙ୍କା ଜୋରିମାନା ଶୁଣାଇଛନ୍ତି । ଏନେଇ ଏକ ସାମ୍ୱାଦିକରେ ସରକାରୀ ଓକିଲ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ