Saturday, September 28, 2024
23.2 C
Odisha

    ନିଜ ମୁଣ୍ଡ ନିକଟରୁ ରଖନ୍ତୁ ନାହିଁ ଏହି ୪ଟି ଜିନିଷ, ଘରୁ ଚାଲିଯିବେ ଧନଲକ୍ଷ୍ମୀ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ମାଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ ଓ ପ୍ରତ୍ୟେକ ପରିବାରରେ ତାଙ୍କର ପୂଜା ନିଷ୍ଠାର ସହିତ ହୋଇଥାଏ l କୁହାଯାଏ ଯେ ଯେଉଁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ସେଠାରେ କଦାପି ଧନର ଅଭାବ ରହେ ନାହିଁ l କିନ୍ତୁ ବସ୍ତୁ ଶାସ୍ତ୍ରରେ କିଛି ଏଭଳି ଭୁଲ ହୋଇ ଯାଇଥାଏ , ଯେଉଁ କାରଣରୁ ମାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଘରୁ ଚାଲିଯାଇ ଥାଆନ୍ତି l ବାସ୍ତୁଶାସ୍ତ୍ର ଅନୁସାରେ ରତିରେ ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ କିଛିଟା ଜିନିଷ ରଖି ଶୋଇ ପଡିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି lଆସନ୍ତୁ ଜଣିବା କେଉଁ କେଉଁ ଜିନିଷ ନିଜ ମୁଣ୍ଡ ନିକଟରେ ରଖିବା ନାହିଁ –
     ନିଜ ପର୍ସ କଦାପି ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ l ଏଥିରେ ମଲକ୍ଷ୍ମୀଙ୍କ ବାସ ହୋଇଥାଏ l ତକିଆ ନିକଟରେ କିମ୍ବା ତକିଆ ତଳେ ପର୍ସ ରଖିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ତକିଆ ତଳେ ପର୍ସ ରଖି ଶୋଇବା ଦ୍ୱାରା ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ l ଧନ ସଂଚୟ କରିବା ପାଇଁ ଅସୁବିଧା ହୋଇଥାଏ l
     ତକିଆ ନିକଟରେ କିମ୍ବା ମୁଣ୍ଡ ପାଖରେ କଦାପି ପାଣି ବୋତଲ କିମ୍ବା ଗିଲାସ ରଖି ଶୋଇବା ଉଚିତ ନୁହେଁ l କୁହାଯାଏ ଯେ ଏପରି କରିବା ଦ୍ୱାରା ଧନ କ୍ଷୟ ହୋଇଥାଏ l ମଲକ୍ଷ୍ମୀଙ୍କର ପାଣି ହେଉଛି ଖୁବ ପ୍ରିୟ ଅଟେ l
     ଅନେକ ସମୟରେ ଆମେ ପଢ଼ିପଢ଼ି ବହିକୁ ନିଜ ମୁଣ୍ଡ ନିକଟରେ ରଖିଦେଉ ଓ ଶୋଇ ଯାଉ l ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ଜୀବନ ଉପରେ ପଡିଥାଏ l କାହିଁକି ନା ବହି, ନ୍ୟୁଜ ପେପର , ମାଗାଜିନ ଇତ୍ୟାଦି ବୁଧ ଗ୍ରହଙ୍କ ସହିତ ସମ୍ପର୍କ ରହିଛି l ବୁଧ ପ୍ରଭାବିତ ହେବ ଦ୍ୱାରା ଆପଣଙ୍କ କ୍ୟାରିଅର ଉପରେ ପ୍ରଭାବ ପଡିଥାଏ l
     ତକିଆ ନିକଟରେ କଦାପି ଘଡି ରଖି ଶୋଇବା ଉଚିତ ନୁହେଁ l ଏଥିରୁ ବାହାରୁଥିବା ତରଙ୍ଗ ଜୀବନ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପକାଇଥାଏ l ତେଣୁ କଦାପି ଘଡ଼ିକୁ ନିଜ ତକିଆ ନିକଟରେ ରଖି ଶୁଆନ୍ତୁ ନାହିଁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    94 %
    0.7kmh
    99 %
    Sat
    32 °
    Sun
    31 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ