Monday, July 13, 2026
26.8 C
Odisha

    ନିଟ୍ ପିଜି ପରୀକ୍ଷାର୍ଥୀଙ୍କ ପାଇଁ NBEMS ଦେଲା ଜରୁରୀ ସୂଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନିଟ୍ ପିଜି ୨୦୨୫ ପରୀକ୍ଷାକୁ ନେଇ NBEMS ଏକ ଜରୁରୀ ନୋଟିସ୍ ଜାରି କରିଛି। ଅଧିକାରୀଙ୍କ ୱେବସାଇଟ୍‌ରେ ଏହା ଜାରି କରାଯାଇଛି। ଜାରି କରାଯାଇଥିବା ବିଜ୍ଞପ୍ତିରେ ପରୀକ୍ଷା ସିଟ୍ ସମ୍ବନ୍ଧୀୟ ସୂଚନାକୁ ପ୍ରଦାନ କରାଯାଇଛି।ପରୀକ୍ଷାରେ ସାମିଲ ହେବାକୁ ଥିବା ପରୀକ୍ଷାର୍ଥୀ ୱେବସାଇଟ୍‌କୁ ଯାଇ ନୋଟିସକୁ ଚେକ୍ କରିପାରିବେ।

    NBEMS ଦ୍ୱାରା ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଜାତୀୟ ଯୋଗ୍ୟତା ସହିତ ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର ଅର୍ଥାତ ନିଟ୍ ପିଜି ପରୀକ୍ଷା ୨୦୨୫ ପାଇଁ ୨୧ ଜୁଲାଇରେ ଇମେଲରେ ତଥ୍ୟ ମିଳିବ। ଯେପରିକି କାହାର କେଉଁ ସହରରେ ପରୀକ୍ଷା କେନ୍ଦ୍ର ପଡ଼ିଛି। ଆବେଦନ କରିଥିବା ପରୀକ୍ଷାର୍ଥୀ ଏହାକୁ ଦେଖି ସୂଚନା ପାଇଁ ପାରିବେ। ନିଟ୍ ପିଜି ୨୦୨୫ ପାଇଁ ଆଡମିଟ୍ କାର୍ଡ ୩୧ ଜୁଲାଇକୁ ଜାରି କରାଯିବ। ଯେଉଁଥିରେ ଅନ୍ୟ ବିବରଣୀ ସହ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ବିଷୟରେ ମଧ୍ୟ ତଥ୍ୟ ପାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    70 %
    1.8kmh
    100 %
    Mon
    33 °
    Tue
    30 °
    Wed
    31 °
    Thu
    35 °
    Fri
    31 °

    ସମ୍ବନ୍ଧିତ