Saturday, May 16, 2026
41.1 C
Odisha

    ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ କରିବେ ଦର୍ଶନ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ ଦର୍ଶନ କରିବେ । ଏହାପରେ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କରିବେ ରୋଡ ଶୋ’ । ନୂଆପଡ଼ାରୁ ଖରିଆର ରୋଡ଼ ପର୍ଯ୍ୟନ୍ତ ହେବ ରୋଡ ଶୋ’ । ଆଜି ନୂଆପଡ଼ାରେ ରାତ୍ରୀଯାପନ କରିବେ ମୁଖ୍ୟମନ୍ତ୍ରୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିବେ ମୋହନ । ନୂଆପଡ଼ା ଗ୍ରାଉଣ୍ଡରେ ଏବେ ମାଳ ମାଳ ନେତା, ଷ୍ଟାର ପ୍ରଚାରକ ଓ ହେଭିୱେଟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମାରାଥନ କ୍ୟାମ୍ପେନ ଚଳାଇଛନ୍ତି ।ବାକୁ ନିବେଦନ କରୁଛନ୍ତି । ବିଜେପି ପାଇଁ ବହୁ ବିଧାୟକ, ମନ୍ତ୍ରୀ ଓ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.1 ° C
    41.1 °
    41.1 °
    22 %
    2.9kmh
    34 %
    Sat
    38 °
    Sun
    42 °
    Mon
    44 °
    Tue
    47 °
    Wed
    46 °

    ସମ୍ବନ୍ଧିତ